ଓଡିଶା

ପୂଜା ଛୁଟି ପରେ ଖୋଲିପାରେ ସମସ୍ତ ଶ୍ରେଣୀ

ଭୁବନେଶ୍ୱର: ପୂଜା ଛୁଟି ପରେ ଖୋଲିପାରେ ପ୍ରାଇମେରି ସ୍କୁଲ ।  ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପୂଜା ଛୁଟି ପରେ ପରିସ୍ଥିତି ସ୍ୱାଭାବିକ ହୋଇଯିବ। ତେଣୁ ବିଦ୍ୟାଳୟର ଅନ୍ୟ ଶ୍ରେଣୀ ଖୋଲିବାର ସମ୍ଭାବନା ରହିଛି। ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ ଓ ଅନ୍ୟ କ୍ଲାସ ପାଇଁ ସ୍କୁଲ ।
ଅନଲାଇନରେ କ୍ଲାସ ଚାଲିବ। ତେବେ କେବଳ ପାଠପଢା ପାଇଁ ଛାତ୍ରଛାତ୍ରୀ ମୋବାଇଲ ଫୋନ ବ୍ୟବହାର କରନ୍ତୁ । ପିଲାମାନେ ଯେପରି ମୋବାଇଲର ଦୁରୂପଯୋଗ ନ କରିବେ ସେଥିପ୍ରତି ଅଭିଭାବକଙ୍କୁ ଦୃଷ୍ଟି ଦେବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।

 

Related posts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ସଫଳତା ପାଇଁ ଅଭିନନ୍ଦନ

mahabharatanews

ଗରିବ ଲୋକଙ୍କ କଲ୍ୟାଣ ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ର: ମୁଖ୍ୟମନ୍ତ୍ରୀ

mahabharatanews

ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

mahabharatanews