ଭାରତ

ପ୍ରବଳ ବର୍ଷା: ଚାରି ଜଣଙ୍କର ମୃତ୍ୟୁ

ଚେନ୍ନାଇ: ତାମିଲନାଡରେ ପ୍ରବଳ ବର୍ଷା ହେତୁ ସ୍ଥିତି ବେହାଲ। ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସୋମବାର ହୋଇଥିବା ବର୍ଷାରେ ଚେନ୍ନାଇ ଜଳମଗ୍ନ ହୋଇଯାଇଥିଲା । ଯାନବାହନ ଚଳାଚଳ ବ୍ୟ।।ହତ ହୋଇଛି । ଯାନବାହନ ଚଳାଚଳ ପାଇଁ ରୁଟ ବଦଳାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନ ପାଇଁ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।
ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରାମ, ଚେଙ୍ଗାଲପେଟ ଏବଂ ଭେଲୋର ସମେତ ଉତ୍ତର ଜିଲ୍ଲାର ଅଧିକାଂଶ ଅଂଶ ସୋମବାର ସକାଳ ଠାରୁ ହାଲୁକା ମଧ୍ୟମ ଧରଣର ବର୍ଷା ହେଉଛି । ତିରୁବନନାମାଲାଇ, କାଞ୍ଚିପୁରାମ ଏବଂ କୁଡାଲୋର ସମେତ ଅନ୍ୟାନ୍ୟ ଅଞ୍ଚଳରେ ୩ ମି.ମି ପର୍ୟ୍ୟନ୍ତ ବର୍ଷା ରୋକର୍ଡ ହୋଇଛି।

Related posts

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

mahabharatanews

ବିଚ୍‌ ରାସ୍ତାରେ ଚୌକି ଉପରେ ବସି ମଦ ପିଇଲେ ୟୁଟ୍ୟୁବର୍‌

mahabharatanews

‘ଚିତା ସ୍ଥାନାନ୍ତରଣ ଉପରେ ତୁରନ୍ତ ବିଚାର କର ‘ : ସୁପ୍ରିମ୍‌ କୋର୍ଟ

mahabharatanews