ଓଡିଶା

ବଜ୍ରଘାତରେ ଜଣେ ମୃତ

ପାଟଣା/ ବିଜୟ କୁମାର କାରୁଆ : ଗତକାଲି ଅପରାହ୍ନରେ କେନ୍ଦୁଝରଜିଲ୍ଲା ସାହାରପଡାବ୍ଲକ କପୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଚୁଟିଆପଶି ଗ୍ରାମରେ କାଳ ବୈଶାଖୀ ବର୍ଷା ସହିତ ଘନଘନ ବଜ୍ରଘାତ ହୋଇଥିଲା । ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସୂଚନାରୁ ପ୍ରକାଶ ମୃତକ ଜଣଙ୍କ ଚୁଟିଆପଶି ଗ୍ରାମର ପ୍ରଶାନ୍ତ କୁସୁମୁଳିଆ ବୋଲି ଜଣାପଡିଛି । ପ୍ରଶାନ୍ତ ଏହି ବଜ୍ରଘାତର ଶିକାର ହୋଇ ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related posts

OAS ସ୍ତରରେ ବଡ଼ଧରଣର ଅଦଳବଦଳ : ୧୬୯ ଓଏଏସ୍ ଅଫିସରଙ୍କ ବଦଳି, ୭୯ ତହସିଲରେ ନୂଆ ତହସିଲଦାର

mahabharatanews

କ୍ୱାରେନଣ୍ଟାଇନରେ ପ୍ରବାସୀ ଓଡିଆଙ୍କ ଅଭିନବ ପ୍ରୟାସ

mahabharatanews

ହାତୀପଲ ଘଉଡାଇବାକୁ ଯାଇ ଯୁବକ ଗୁରୁତର

mahabharatanews