ଓଡିଶା

କ୍ୱାରେନଣ୍ଟାଇନରେ ପ୍ରବାସୀ ଓଡିଆଙ୍କ ଅଭିନବ ପ୍ରୟାସ

(ହିଞ୍ଜିଳି/ ରଜୀକାନ୍ତ ପାତ୍ର): କୁକୁର,ମାଙ୍କଡ ବୋଲି ସମାଲୋଚନା କରୁଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି କିଛି ପ୍ରବାସୀ ଓଡ଼ିଆ। ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ବୁରୁପଡା ଗ୍ରାମର ଭଗବତୀ ବିଦ୍ୟାପୀଠ କ୍ୱାରେନଣ୍ଟାଇନ୍ ସେଣ୍ଟରରେ। ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆ ବିଦ୍ୟାଳୟର ପରିବେଶକୁ ସଫା କରିଛନ୍ତି ସେଇ ପରି ହିଞ୍ଜିଳି ବ୍ଲକ ଶିକିରି ଗ୍ରାମ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟର ରେ ରହୁଥିବା ସୁରାଟ ଫେରନ୍ତାଙ୍କ ଦ୍ଵାରା ସଫେଇ କାର୍ୟ୍ୟ ହାଇଛି ଏହା ସହ ଆଗକୁ ଯେଉଁ ପ୍ରବାସୀ ମାନେ ଏଠାକୁ ଆସିବେ ସେମାନେ ମଧ୍ୟ ଏହିଭଳି ବିଦ୍ୟାଳୟର ପରିବେଶକୁ ସଫା ରଖିବା ପାଇଁ ଅନୁରୋଧ କରିଛନ୍ତି। ଏହି ଭଳି କାର୍ୟ୍ୟ କୁ ସ୍ଥାନୀୟ ଲୋକ ଓ ସରପଞ୍ଚ ପ୍ରଶଂସା କରିଛନ୍ତି।

Related posts

ଦିଗପହଣ୍ଡି ଦୁର୍ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ମଧ୍ୟ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ: କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୦୨, ସ୍ଥାନୀୟ ସଂକ୍ରମିତ ୫୦୧

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ନୂଆ ସଂକ୍ରମିତ ଚିହ୍ନଟ

mahabharatanews