Uncategorized

ବଢ଼ିଲା ଲକଡାଉନ ଅବଧି, ମେ ୨୯ ଯାଏଁ ବଢାଇଲେ ତେଲେଙ୍ଗାନା ସରକାର

(ମମତା ସାମଲ ): ବଢ଼ିଲା ଲକ ଡାଉନ ଅବଧି। ସାରା ଦେଶରେ ମେ ୧୭ ଯାଏଁ ଲକ ଡାଉନ ବଳବତ୍ତର ରହିଛି। କିନ୍ତୁ ତେଲେଙ୍ଗାନା ସରକାର ଏହାକୁ ଆହୁରି ୧୨ଦିନ ବଢ଼ାଇଛନ୍ତି ।ତେଲେଙ୍ଗାନରେ ମେ ୨୯ ଯାଏଁ ଲକ ଡାଉନ ରହିବ। ଦେଶରେ କରୋନା ସ୍ଥିତିକୁ ଦୃଷ୍ଟି ରେ ରଖି ତେଲେଙ୍ଗାନା ସରକାର ଏହିପରି ପଦକ୍ଷେପ ନେଇଛନ୍ତି।

Related posts

ପ୍ରାଥମିକତାରେ ଶିକ୍ଷକଙ୍କୁ ଟୀକା

mahabharatanews

ନାଭିକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ବ୍ୟବହାର କରନ୍ତୁ ଏହି ଉପାୟ

mahabharatanews

ହରିଦ୍ୱାରରେ ଗଙ୍ଗା ଆରତୀର ସିଧା ପ୍ରସାରଣ ପାଇଁ ନିର୍ଦ୍ଦେଶ

mahabharatanews