ଓଡିଶା

ବାଙ୍କୀ ଏସଆଇଙ୍କୁ ଆକ୍ରମଣ କଲେ ଅବସର ପ୍ରାପ୍ତ ଯବାନ

ବାଙ୍କୀ: ପୁୁଣି ଆତଙ୍କ ଖେଳାଇଲେ ହରିରାଜପୁରର ଯବାନ । ବାଙ୍କୀ ଏସଆଇଙ୍କୁ ଆକ୍ରମଣ କଲେ ଅବସର ପ୍ରାପ୍ତ ଯବାନ । ଆଜି ବାଙ୍କୀ ଥାନା ଏସଆଇ ଓ ଅନ୍ୟ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ୨ ଅଧିକାରୀ । ଯବାନ ଜଣଙ୍କ ଖଣ୍ଡାରେ ହାଣିବାରୁ ଉଭୟ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ବାଙ୍କୀ ଥାନା ହରିରାଜପୁରର ଅବସର ପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଥିଲା

Related posts

୨୧ଦିନ ଚାଲିବ ଭଞ୍ଜନଗର ଠାକୁରାଣୀ ଯାତ୍ରା

mahabharatanews

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

mahabharatanews

ଯୁବତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

mahabharatanews