ଅପରାଧ

ଭିଜିଲାନ୍ସ ଜାଲରେ ଝାରବନ୍ଧ ବନବିଭାଗ ଫରେଷ୍ଟର

ପଦ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫରେଷ୍ଟର । ବରଗଡ ଜିଲ୍ଲା ଝାରବନ୍ଧ ବନବିଭାଗ ଫରେଷ୍ଟର ସୁଶାନ୍ତ ଦାସଙ୍କୁ କାବୁ କରିଛି ଭିଜିଲାନ୍ସ । ତାଙ୍କ ଘର ସମେତ ତାଙ୍କ ଅଫିସ ଉପରେ ଟିମ ଚଢାଉ କରିଛି । ପଦ୍ମପୁର ମାଷ୍ଟରକଲୋନୀ ସ୍ଥିତ ବାସଭବନ ଓ ଝାରବନ୍ଧ ଅଫିସରେ ଏକକାଳୀନ ଚଢାଉ କରାଯାଇଛି । ତେବେ କେତେ ସମ୍ପତ୍ତି ଠାବ ହୋଇଛି ସେନେଇ ଏପର୍ୟ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Related posts

ରାଜଧାନୀରେ ମାଳମାଳ ଚୋରା ଫୋନ ଦଲାଲ

mahabharatanews

ଦେଶମୁଖଙ୍କ ଓକିଲ ଆନନ୍ଦ ଡାଗାଙ୍କୁ ଗିରଫ କରିଛି ସିବିଆଇ

mahabharatanews

ପାରିବାରିକ କଳହକୁ ନେଇ ମରଣାନ୍ତର ଆକ୍ରମଣ

mahabharatanews