ଅପରାଧ

ଟାଙ୍ଗିଆରେ ଶ୍ୱଶୂରଙ୍କୁ ହତ୍ୟା କଲା ବୋହୂ

ଯାଜପୁର: ବାପ ସମାନ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ବୋହୂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ରଣପାଳ ଗ୍ରାମରେ । ଏଭହି ହତ୍ୟାକାଣ୍ଡର କାରଣ ପାରିବାରିକ କଳହ ବୋଲି ସନ୍ଦେହ କରାଯାଉଛି । ରଣପାଳ ଗାଁର ପବନା ହାତୀଙ୍କୁ ତାଙ୍କ ବୋହୂ ଟାଙ୍ଗିଆରେ ଆକ୍ରମଣ କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପବନାଙ୍କୁ ହତ୍ୟା କରିବା ପରେ ବୋହୂ ରୂପା ହାତୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତିି । ତେବେ ପାରିବାରିକ କଳହରୁ ଏମିତି ଏକ ଘଟଣା ଘଟିଯାଇଥିବା ସନ୍ଦେହ କରାଯାଉଛି ।

Related posts

ପୋଲିସ ପଞ୍ଝାରେ ୫ ମୋବାଇଲ ଲୁଟେରା

mahabharatanews

କଣ ଥିଲା ୩ ମହିଳାଙ୍କ ଦୋଷ, ସେମାନଙ୍କୁ ଲଙ୍ଗଳା କଲେ ଗ୍ରାମବାସୀ

mahabharatanews

ସ୍କୁଲ ଫି ପାଇଁ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଲେ ସ୍କୁଲ କର୍ତ୍ତୃପକ୍ଷ

mahabharatanews