ଓଡିଶା

ମନୋରମା ମହାପାତ୍ରଙ୍କ ପରଲୋକ

କଟକ: ରାଜ୍ୟର ବରିଷ୍ଠ ସାହିତ୍ୟିକା ମନୋରମା ମହାପାତ୍ରଙ୍କର ଶନିବାର ଦିନ ପରଲୋକ । ଏସସିବିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀମତି ମହାପାତ୍ର । ୮୭ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ସାହିତ୍ୟିକା, ସମାଜ ଖବର କାଗଜର ପୂର୍ବତନ ସମ୍ପାଦିକା ତଥା ସମାଜ ସେବୀ ଥିଲେ । ତାଙ୍କ ବିୟୋଗରେ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳି ଯାଇଛି ।

Related posts

ଢେଙ୍କାନାଳରେ ଲଘୁଚାପର କରାଳ ରୂପ

mahabharatanews

ବ୍ରହ୍ମପୁରରେ ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ପିନ୍ଧିଲେ ବିଜୟ ମୁକୁଟ

mahabharatanews

୨ ମହଲା ଛାତ ଘର ଭୁଶୁଡି ଅନ୍ୟ ୩ ଲୋକ ପ୍ରଭାବିତ

mahabharatanews