ନୂଆଦିଲ୍ଲୀ: ବରିଷ୍ଠ ସାମ୍ୱାଦିକ ରାଜଦୀପ ଦରସେଶାଇଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ରୁଜୁକୁ ଅସ୍ୱୀକାର କରିଛନ୍ତି ସୁପ୍ରିମ କୋର୍ଟ । ରାଜଦୀପ୍ଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇ ନ ଥିବା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଫଳରେ ସାମ୍ବାଦିକ ରାଜଦୀପଙ୍କୁ ଆଶ୍ୱସ୍ତି ମିଳିଛି। ଟ୍ୱିଟ୍ ପ୍ରସଙ୍ଗରେ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ । ବୈଷୟିକ ତ୍ରୁଟି ହେତୁ ଏପରି ସୂଚନା ପ୍ରକାଶପାଇଥିବା ସୁପ୍ରିମକୋର୍ଟ କହିଛନ୍ତି ।
ରାଜଦୀପଙ୍କ ଟ୍ୱିଟକୁ ନେଇ ଓକିଲ ଓମ ପ୍ରକାଶ ପ୍ୟାରୀ କୋର୍ଟ ଅବମାନନା ମାମଲା ଆରମ୍ଭ କରିବାକୁ ପ୍ରଧାନ ବିଚାରପତିଙ୍କ ନିକଟରେ ଆବେଦନ କରିଥିଲେ। ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ରାଜି ହୋଇନଥିଲେ।
He always kept talking about this. Finally something about tubetria. best online casino Votre navigateur est trop ancien.