ସ୍ୱାସ୍ଥ୍ୟ

ରୋଗ ଦୂର କରେ ଶୁଣ୍ଠି, ଜଣାନ୍ତୁ କଣ ରହିଛି ଉପକାରିତା….

ବ୍ୟୁରୋ : ରୋଗ ଦୂର କରେ ଶୁଣ୍ଠି | ଶୁଖିଲା ଅଦା ବା ଶୁଣ୍ଠି କେବଳ କବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ, ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ବିଶେଷକରି ଶୀତଦିନେ ଶୁଣ୍ଠିର ବ୍ୟବହାର ଦ୍ୱାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଜାଣନ୍ତୁ ଏ ସମ୍ପର୍କରେ
– ଅ।ଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ଶୁଣ୍ଠି ଖୁବ୍ ଲାଭଦାୟକ । ଶୁଣ୍ଠି ଏବଂ ଜାଇଫଳକୁ ଗୁଣ୍ଡ କରି ରାଶି ତେଲରେ ମିଶାଇ ଯନ୍ତ୍ରଣା ସ୍ଥାନରେ ଲଗାଇବା ଦ୍ୱାରା ଉପଶମ ମିଳିଥାଏ ।
– ଶୁଣ୍ଠି ପାଚନ କ୍ରିୟାକୁ ଠିକ୍ କରିବା ସହ ଓଜନ କମାଇବାରେ ସାହାଯ୍ୟ କରିଥାଏ ।
– ଗର୍ଭବତୀ ମହିଳାମାନଙ୍କ ପାଇଁ ଶୁଣ୍ଠି ସର୍ବୋକୃଷ୍ଟ ।
– ଶୁଣ୍ଠିରେ କର୍କଟ ନିରୋଧୀ ଗୁଣ ରହିଥାଏ, ଯାହା କର୍କଟ କୋଷିକାକୁ ନଷ୍ଟ କରିଦିଏ |

Related posts

ଦେଶରେ କରୋନା ସଂକ୍ରମଣ ବଢିଛି , ୨,୨୦୮ କରୋନା ପଜିଟିଭ ଚିହ୍ନଟ

mahabharatanews

ଠାବ ହୋଇଥିବା କରୋନା ଭାଇରସ୍ର ଭ୍ୟାରିଏଣ୍ଟ XBB.୧.୧୬ ଏବେ ନିଜର ରୂପ ବଦଳାଇବାରେ ଲାଗିଛ

mahabharatanews

ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ସରକାର

mahabharatanews