ମନୋରଞ୍ଜନ

‘ଆଦିପୁରୁଷ’ର ଲେଖନଙ୍କୁ ସୁରକ୍ଷା ଯେଗାଇଲା ମୁମ୍ବାଇ ପୋଲିସ

‘ଆଦିପୁରୁଷ’ ରିଲିଜ ହେବା ଦିନରୁ ବିବାଦରେ ଛନ୍ଦି ହୋଇଛି । ଫିଲ୍ମରେ ଷ୍ଟାର ଲୁକ,ଡାଇଲଗ ଏବଂ ବ୍ୟବହାର ହୋଇଥିବା ଠୠଢକୁ ନେଇ ବିବାଦରେ ଛନ୍ଦି ହୋଇଛି। ସେସିଆଲ ମିଡିଆରେ ଏବେ ପ୍ରଭାସ,କ୍ରିତି ସାନନ, ସୈଫ ଅଲି ଖାନ, ନିର୍ଦ୍ଦେଶକ ଓମ୍ ରାଉତଙ୍କ ସହ ଫିଲ୍ମର ଲେଖତ ମନୋଜ ମୁନ୍ତଶିରଙ୍କୁ ଟ୍ରେଲ କରିଛନ୍ତି ୟୁଜର୍ସ ।
‘ଆଦିପୁରୁଷ’ରେ ହନୁମାନଙ୍କ ଦ୍ୱାରା କୁହାଯାଇଥିବା ଡାଇଲଗକୁ ନେଇ ସୋସିଆଲ ମିଡିଆରେ ‘ଛପରି ଭାଷା’ କୁହାଯାଇ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତଶିରଙ୍କୁ ଖୁବ୍ ଟ୍ରୋଲ କରାଯାଇଥିଲା। ପ୍ରଭାସ ଓ କ୍ରିତି ସାନନ୍ ଷ୍ଟାରର୍ ଫିଲ୍ମକୁ ନେଇ ବଢ଼ୁଥିବା ବିବାଦ ମଧ୍ୟରେ ମନୋଜ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୁମ୍ବାଇ ପୋଲିସଠାରୁ ସୁରକ୍ଷା ମାଗିଥିଲେ, ଯାହାପରେ ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି ।ସେପଟେ ଅଯୋଧ୍ୟାର ସନ୍ଥମାନେ ଆଦିପୁରୁଷ ଉପରେ ବ୍ୟାନ୍ ଲଗାଇବାକୁ ଦାବି କରିଛନ୍ତି। ସେପଟେ ପାଲଘରରେ ଚାଲିଥିବା ଫିଲ୍ମର ସ୍କ୍ରିନିଂକୁ ବନ୍ଦ କରିଦିଆଯାଇଛି।

Related posts

ଜାକି ରାକୁଲଙ୍କ ପ୍ରେମ ଚର୍ଚ୍ଚା

mahabharatanews

୪୫ଦିନ ପରେ ବିବାହ କରିବେ ଶ୍ରେନୁ ପାରେଖ 

mahabharatanews

୧୦୦କୋଟି କ୍ଲବରେ ସାମିଲ ହେଲା ‘ସତ୍ୟପ୍ରେମ କି କଥା’

mahabharatanews