ଓଡିଶା

ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ସାନିଟାଇଜେସନ

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଆଉ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇନଥିଲେ ମଧ୍ୟ ରାଜଧାନୀ ରେଡ ଜୋନରେ ରହିଛି । ଏଥିସହ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନକୁ ପର୍ଯ୍ୟାୟକ୍ରମେ ସାନିଟାଇଜେସନ କରାଯାଉଛି । ଆଜି ସକାଳୁ ବିଏମ୍ସି ଦ୍ୱାରା ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ରବିଟକିଜ, କେଦାରଗୌରୀ ଅଂଚଳରେ ସାନିଟାଇଜେସନ କରାଯାଇଛି । ଦମକଳ ବାହିନୀର କର୍ମକର୍ତ୍ତାମାନେ ଏହି ସାନିଟାଇଜେସନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

Related posts

ଥାନାରେ ପଶି ପୁଲିସକୁ ଆକ୍ରମଣ

mahabharatanews

ଡାକ୍ତର ହେବତ ଏମିତି, ଡାକ୍ତର ରୂପରେ ଭଗବାନ

mahabharatanews

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ୨ ଗୁରୁତର

mahabharatanews