ଓଡିଶା

ସନ୍ଦେହଜନକ ଅବସ୍ଥାରେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ତଳ କୁଆଳିକଟା ଗ୍ରାମର ମଙ୍ଗଲ ସିଂନାମକ ଜଣେ ଯୁବକର ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକଙ୍କ ବୟସ ପାଖାପାଖି ୪୫ ବର୍ଷ ହେବ ବୋଲି ପୁଲିସ ଅନୁମାନ କରୁଛି । କିନ୍ତୁ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେ ନେଇ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି । ମୟୂରଭଂଜ ଜିଲ୍ଲାର ଯୁବ ଗୋଷ୍ଠୀ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ମାତ୍ରାଧିକ ବଢ଼ି ଚାଲିଛି । କେଉଁ ପରିସ୍ଥିତିରେ ଅକାଳରେ ଯୁବଗୋଷ୍ଠୀ ଅମୂଲ୍ୟ ଜୀବନ ହାରି ଦେଉଛି ତାହା ଏକ ଚିନ୍ତା ଜନକ ବିଷୟ ? ଗୋଟାଏ ପାଖରେ ‘ କରୋନା’ ଭୟ,ବେକାରୀ, ଅର୍ଥାଭାବ, କାମଧନ୍ଦାଠପ୍,ରୁଣଯନ୍ତା, ଖାଦ୍ୟଭାବ ପାରିବାରିକ ଜଞ୍ଜାଳ, ଯୁବ ସମାଜକୁ ଅସ୍ତବ୍ୟସ୍ତ କରି ପକାଉଛି !

Related posts

ଧଳା କେଶରୁ ରକ୍ଷା ପାଇବାର ଘରୋଇ ଉପାୟ

mahabharatanews

ନିମାପଡ଼ାରେ ବିଜେଡି ସୁପ୍ରିମୋଙ୍କ ରୋଡ ସୋ

mahabharatanews

ଅକ୍ଟୋବରରୁ ଭାରତରେ ୫ଜି ସେବା

mahabharatanews