ଓଡିଶା

କାଳ ବୈଶାଖୀ ପ୍ରଭାବରେ ରାଇରଙ୍ଗପୁରରେ ବହୁ ଘର ଦ୍ବାର ନଷ୍ଟ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରରେ ମଙ୍ଗଳବାର ରାତି ପ୍ରାୟ ସାଢେ ଆଠଟା ବେଳେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ଝଡ ତୋଫାନ,ବଡ଼ ବଡ଼ ବରଫ ଖଣ୍ଡ ପଡି ନାହିଁ ନ ଥିବା କ୍ଷୟକ୍ଷତି ଘଟିଛି । ବହୁ ଘର ଦ୍ବାର ନଷ୍ଟ ହୋଇଯାଇଛି । ପବନ ଯୋଗୁଁ ବିଦ୍ୟୁତ ତାର ଛିଡି ବିଦ୍ୟୁତ୍ ସେବା ଠପ୍ । ବରଫ ପାତ ଯୋଗୁଁ ରାଇରଙ୍ଗପୁର ସହର ଧଳହୀରା ଭଳି ଦେଖାଯାଏ ଯାଉଥିଲା ।

Related posts

କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳରେ ହାତୀ ଉପଦ୍ରବ

mahabharatanews

ଅଜଣା ଗାଡି ଧକ୍କାରେ ଯୁବକ ମୃତ

mahabharatanews

ଘନ କୁହୁଡ଼ି ହେତୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews