ଓଡିଶା

ସୁବର୍ଣ୍ଣପୁର ଜିଳ୍ଲା ବିଜେପି ପକ୍ଷରୁ କରୋନ ଯୋଦ୍ଧାଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

(ସୋନପୁର/ ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ କରୋନା ଯୋଦ୍ଧା ମାନଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଛି। କରୋନା ଯୁଦ୍ଧରେ ଯୋଦ୍ଧା ସାଜି ସର୍ବଦା ଜନସାଧାରଣ ସେବା କରୁଥିବା ସୁବର୍ଣ୍ଣ ପøର ପରିଷଦର ସଫେଇ କର୍ମଚାରୀ ମାନଙ୍କୁ ଜିଲ୍ଲା ବିଜେପି ତରଫରୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଉପାଧ୍ୟକ୍ଷା ରୁଦ୍ର କିଶୋର ମହଲା, ଅଶୋକ ପୂଜାରୀ ପ୍ରମୁଖ ଯୋଗ ଦେଇ ଏହି ଯୋଦ୍ଧାମାନଙ୍କୁ ସମ୍ମାନିତ କରିଥିଲେ ।

Related posts

ଦାନା ବାନ୍ଧୁଛି ଲଘୁଚାପ, ୧୩ ରୁ ପ୍ରବଳ ବର୍ଷା

mahabharatanews

ରାଜ୍ୟରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୦୮ ବିହ୍ନଟ

mahabharatanews

କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ନେଇ ସରକାରଙ୍କ ପାଖରେ ତଥ୍ୟ ନାହିଁ

mahabharatanews