ଓଡିଶା

ସ୍ଥିତି ଦେଖି ଲାଗୁନି ଅନଲକ କରିହେବ : ଡିଏମଇଟି

(ଭୁବନେଶ୍ୱର) : ସାରା ବିଶ୍ୱକୁ କରୋନା ନାକେଦମ କରିସାରିଲାଣି । ତେବେ ଏହି ସଂକ୍ରମଣ ବୃଦ୍ଧିରେ ବର୍ତ୍ତମାନ ନିୟନ୍ତ୍ରଣ ରହିଛି । ତେବେ ଏହାକୁ ନଜରରେ ରଖି ରାଜ୍ୟ ଅନଲକ ଆରମ୍ଭ କରିଛନ୍ତି । କିନ୍ତୁ ସମ୍ପୁର୍ଣ ଅନଲକ ରାଜ୍ୟର ବର୍ତ୍ତମାନ ସ୍ଥିତି ଦେଖି ଲାଗୁନାହିିିଁ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡ୍ ଲାଇନ୍ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତ୍ତି ନେବେ।କଟକ, ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି । ଆଗରୁ ୫ ଶହ ଉପରେ ରହୁଥିଲା ପିଜିଟିଭ ସଂଖ୍ୟା। ଏବେ ୪ ଶହରେ ରହିଛି ପଜିଟିଭ ସଂଖ୍ୟା। ବର୍ତ୍ତମାନ ପୁରା ଖୋଲା ଛଡାଯାଇ ପାରିବନାହିଁ ।

Related posts

ଉପକୂଳ ଅଞ୍ଚଳରେ ବୃଦ୍ଧି ପାଇବ ତାପମାତ୍ରା

mahabharatanews

ଆସନ୍ତା ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର

mahabharatanews

କରୋନା: ଚୀନ ଗବେଷକଙ୍କୁ ଗୁଳିକରି ହତ୍ୟା

mahabharatanews