ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ୧୩ ବର୍ଷ ପୂର୍ବେ ହୋଇଥିବା ହାଜତ ମୃତୀୟୁ ମାମଲାରେ ହାଇ କୋର୍ଟର ଶୁଣାଣି। ମୃତକଙ୍କ ପରିବାରକୁ ୧୦ ଲକ୍ଷ୍ୟ ତାଙ୍କ ଜୋରିମାନା ଦବା ପାଇଁ ଓଡ଼ିଶା ପୋଲିସ୍ ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସି ଅର୍ ପି ଏଫ୍) ନିର୍ଦ୍ଦେଶ କଲେ ଓଡିଶା ହାଇ କୋର୍ଟ।
ଚିଫ ଜଷ୍ଟିସ ଏସ ମୂରଲୀଧର ଏବଂ ଜଷ୍ଟିସ ମୁରହରି ଶ୍ରୀ ରମନ୍ ଙ୍କ ଦ୍ଵାରା ଦୀୟ ଯାଇଥିବା ରାୟ ଅନୁଯାୟୀ ୮ ସପ୍ତାହ ବିତରେ ଉଭୟ ଓଡ଼ଶା ପୋଲିସ ଓ ସି ଅର୍ ପି ଏଫ୍ ୫ ଲକ୍ଷ୍ୟ ଲେଖାଏ ମୃତକ ପିଡେରା କଡିଆସ୍କା ଙ୍କ ବିଧବା ପତ୍ନୀଙ୍କୁ ଦେବା।
ସୂଚନା ଅନୁଯାୟୀ ୩ ଜୁନ ୨୦୧୦ ରେ ମାଓବାଦୀ ସନ୍ଦେହରେ କଡିଆସ୍କା ଉଠାଇ ନେଇଥିଲେ ଉଭୟ ସି ଅର୍ ପି ଏଫ୍ ଓ ଓଡ଼ିଶା ପୋଲିସ। ତାଙ୍କୁ ରାୟଗଡ଼ା ଜିଲ୍ଲାର ଚନ୍ଦର୍ପୂର୍ ଥାନା କୁ ନେଇ ଥାର୍ଡ ଡିଗ୍ରୀ ଦିଆଯାଇଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
