Uncategorized

୧୨ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ: ମୁମ୍ବାଇ ପୁଲିସର ଆଣ୍ଟି ନାର୍କୋଟିକ୍ସ ଶାଖା ଶନିବାର ଦିନ ୬ କେଜି ହେରୋଇନ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଏହି ହେରେ।।ଇନର ଆନୁମାନିକ ମୂଲ୍ୟ ୧୨ କୋଟି ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ଜଣାପଡିଛି । ଏହି ମାମଲାରେ ପୁଲିସ ଏକ ମାମଲା ରୁଜ୍ଜୁ କରିଛି ଓ ଆଗକୁ ଏହି ମାମଲାର ତଦନ୍ତ ଚାଲିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହି ର୍ୟାକେଟରେ ଆହୁରି ଅନେକ ସଂପୃକ୍ତ ଥିବା ପୁଲିସ ସୂଚନା ଦେଇଛି ।

Related posts

ଅନ୍ତରାଷ୍ଟ୍ରୀୟ ସମୂହକୁ ବିଭ୍ରାନ୍ତ କରିବାକୁ ପାକିସ୍ତାନ ଚାଲ ଖେଳୁଛି: ରକ୍ଷା ବିଶେଷଜ୍ଞ

mahabharatanews

କିଛି ରୋଗୀଙ୍କଠାରେ ରେଟ୍ରୋଭାଇରାଲ ଔଷଧ ପ୍ରୟୋଗ କରାଯାଉଛି: ହର୍ଷ ବର୍ଦ୍ଧନ

mahabharatanews

ଦିଲ୍ଳୀରେ ଭୟାବହ ଅଗ୍ନିକାଣ୍ଡ: ୧୫୦୦ କୁଡିଆ ପୋଡି ପାଉଁଶ

mahabharatanews