ଓଡିଶା

୨୧ ଦିନ କ୍ୱାରେଣ୍ଟାଇନରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାଧିକ ପ୍ରବାସୀ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଗଂଜାମ କୋରୋନା ଆକ୍ରାନ୍ତ ସଂଖ୍ୟା ଏବେ ବି ବଢୁଥିବା ବେଳେ ଦ୍ଵୀତିୟ ପର୍ୟ୍ୟାୟରେ ପ୍ରବାସୀ ଓଡିଆ ମାନେ ୨୧ ଦିନର କ୍ଵାରେଣ୍ଟାଇନ ସାରି ନିଜ ନିଜ ଘର ବାହୁଡା ଦେଇଛନ୍ତି । ଆଜି ଆସିକା ବ୍ଳକ ବରଗାଁ ଗ୍ରାମ ପଂଚାୟତରେ ଥିବା ଡିପଲ୍ ସ୍କୁଲ କ୍ଵାରେଣ୍ଟାଇନ ସେଣ୍ଟରର ପ୍ରାୟ ଶତାଧିକ ପ୍ରବାସୀ ଓଡିଆ ମାନେ ନିଜ ନିଜ ଘରକୁ ଫେରିଛନ୍ତି । ସେମାନଙ୍କୁ ସ୍ଵତର୍ନ୍ତ୍ର ଭାବେ ତିନୋଟି ବସରେ ଜଗନ୍ନାଥପ୍ରସାଦ ଓ ବୁଗୁଡା ଅଂଚଳକୁ ପଠାଇ ଦେଇଛି ପ୍ରଶାସନ । ତେବେ ୨୧ ଦିନ ହେଲା ପ୍ରବାସୀ ମାନେ ବେଶ ଭଲରେ ଥିବା ବେଳେ ଆଜି ନିଜ ନିଜ ଘରକୁ ଫେରି ବେଶ ଖୁସି ଥିବା ଭଳି ମନେ ହେଉଥିଲା ।

Related posts

ବାଲୁକା କଳାରେ କରୋନ। ସଚେତନତା

mahabharatanews

୧୦ ସବୁଠାରୁ ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡିଶା

mahabharatanews

ସୁକିନ୍ଦାରେ ସର୍ଦ୍ଦାର ପଟେଲଙ୍କ ପାଇଁ ଏକତା ପଦଯାତ୍ରା

mahabharatanews