ଓଡିଶା

୯୦୦ କିଲୋମିଟର ସାଇକଲରେ ଯାତ୍ରା କଲେ ଲୁଗା ବେପାରୀ

(ଖଗେଶ୍ୱର ପିଙ୍ଗୁଆ ): ରାଜ୍ୟ ବାହାରକୁ ପେଟ ପୋଷିବା ପାଇଁ ଯାଇଥିଲା ବହୁତ୍ ଲୋକ ବର୍ତମାନ ଲକ ଡାଉନ ରେ ଫସି ରହିଛନ୍ତିକ୍ଷବସ, ଟ୍ରେନ ଚଳା ଚଳ ବନ୍ଦ ଥିବାରୁ ନିଜ ଭିଟାମାଟି କୁ ଆସିପାରୁନାହାନ୍ତି କ୍ଷ ଏଭଳି ସ୍ଥିତିରେ ୧୨ ଜଣ ଲୁଗା ବେପାରୀ ପାଖା ପାଖି ୯୦୦ କିଲୋମିଟର ସାଇକଲ ଯାତ୍ରା ଆରମ୍ଭ କରିଛନ୍ତି, ରାଇପୁର ର ୧୨ ଜଣ ଯୁବକ ସାଇକେଲ ରେ ବୁଲି କପଡା ବିକ୍ରି କରୁଥିଲେକ୍ଷ ତେବେ ଲକ ଡାଉନ ଯଗୁଁ ବେପାର ରେ ରୋକ ଲାଗିଯାଥିଲା, ଏଭଳି ସ୍ଥିତି ରେ ଖାଇବାକୁ ନ ପାଇ ୧୨ ଜଣ ପାଖାପାଖି ୯୦୦ କିଲୋମିଟର ରାଇପୁର ରୁ ମେଦିନୀପୁର ଅଭିମୁଖେ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି, ତେବେ ଦୀର୍ଘ ୬ ଦିନ ପରେ ପାଖା ପାଖି ୪୦୦ କିଲୋ ମିଟର ଅତିକ୍ରମ ପରେ ଗତକାଲି ରାତିରେ ପାଳଲହଡା ରେ ପହଂଚିଥିଲେ, ପାଖରେ ଗୋଟିଏ ଲେଖା ସାଇକେଲ ଓ କିଛି ଶୁଖିଲା ଖାଇବା, ପାଣି ବୋତଲ, ତେବେ ପ୍ରତ୍ୟେକ ବୋର୍ଡର ରେ ପୋଲିସ ଚେକିଂ ରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା କହିଛନ୍ତି, ଓଡିଶା ଓ ଛତିଶଗଡ ସୀମାରେ ପୋଲିସ ୨ ଦିନ ଅଟକ ପରେ ପୁଣି ଛାଡି ଦେଇଥିଲେ କ୍ଷ

Related posts

କରୋନା ଭୟ: ମେଡିକାଲ ବାହାରେ ପଡି ରହିଛି କରୋନା ଯୋଦ୍ଧାଙ୍କ ମୃତଦେହ

mahabharatanews

କଟକରୁ ହଟିଲା ସଟଡାଉନ, ରହିବ ରାତି କର୍ଫ୍ୟୁ

mahabharatanews

୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 

mahabharatanews