ଓଡିଶା

୯ ତାରିଖ ସୁଦ୍ଧା ଲଘୁଚାପ

ଭୁବନେଶ୍ୱର: ଏକ ଲଘୁଚାପ ସମ୍ଭାବନା ଦେଖାଦେଇଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତାର ନିକଟରବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋବା ସମ୍ଭାବନା ଦେଖାଦେଇଛି । ଆସନ୍ତା ନଭେମ୍ବର ୯ ତାରିଖ ସୁଦ୍ଧା ଲଘୁଚାପ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଗ୍ଲୋବାଲ ପୋର୍କାଷ୍ଟ ସିଷ୍ଟମ (ଜିଏଫଏସ) ଅନୁଯାୟୀ, ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ଓଡିଶାରେ ବର୍ଷା ସମ୍ଭାବନା ଦେଖାଦେଇଛି ।
ପୂର୍ବରୁ, ଲଘୁଚାପ କ୍ଷେତ୍ର ପୂର୍ବ ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ ଉତ୍ତର ବଙ୍ଗୋପସାରରେ ସୃଷ୍ଟି ହୋଇଥିଲା । ତେବେ ଏହାର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିନଥିଲା । କିନ୍ତୁ ତାମିଲନାଡୁ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଥିଲା ।

Related posts

ରାୟଗଡାର ୮.୩୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା

mahabharatanews

କରୋନାକୁ ମାତ୍ ଦେଲା ୧୩ ମାସର ଶିଶୁ

mahabharatanews

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବିଦାୟୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

mahabharatanews