ବିଶ୍ୱ

ଚୀନରେ ବଡ଼ ଧରଣର ଭୂକମ୍ପ

(ଚୀନ) : ଚୀନର ଗାନ୍‌ସୁ-କିଙ୍ଗ୍‌ହାଇର ସୀମାବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଧରଣର ଭୂକମ୍ପ ହୋଇଯାଇଛି। ଭୂକମ୍ପ ପ୍ରଭାବରେ ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ିବା ଫଳରେ ୧୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩୦ରୁ ଅଧିକ ଆହତ ଅଛନ୍ତି। ଭୂକମ୍ପଟି ୬.୧ ତୀବ୍ରତା  ରହିଛି।

ସୂଚନାନୁଯାୟୀ , ଚୀନର ଉତ୍ତର-ପଶ୍ଚିମର ସୀମାବର୍ତ୍ତୀ ଅଞ୍ଚଳର ପୂରା ୫ କିଲୋମିଟର ଭିତରେ ଅନେକ ସ୍ଥାନରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ପରେ ବହୁ ବଡ଼ ବଡ଼ କୋଠା ଭାଙ୍ଗି ପଡ଼ିଛି। ଭଗ୍ନସ୍ତୁପ ତଳେ ଲୋକ ଚାପି ହୋଇ ରହିଛନ୍ତି। ଏହି ଭୂକମ୍ପ ସଂଗଠିତ ହେବା ପରେ ବିପର୍ଯ୍ୟୟ ପ୍ରଶମନ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related posts

ବାଂଲାଦେଶରେ ଗଠନ ହେଲା ଅନ୍ତରୀଣ ସରକାର,ନେତୃତ୍ବ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ

mahabharatanews

ପାକିସ୍ତାନରେ ଦରଦାମ ବୃଦ୍ଧିକୁ ନେଇ ଇମ୍ରାନଙ୍କୁ ଘେରିଲେ ବିରୋଧୀ ନେତା

mahabharatanews

ବ୍ରିଟେନରେ ଚିହ୍ନଟ ହେଲା ବିରଳ ଭୂତାଣୁ ମଙ୍କିପକ୍ସ

mahabharatanews