ଓଡିଶା

ବିଶ୍ଵ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା

ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ । ଏବେ ଏହାକୁ ବିରୋଧ କରି ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ, ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ଘଷିପୁରା ଥାନା ବିଜି ମୋଟର୍ସ ନିକଟରେ ୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଯାହାଦ୍ବାରା ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଏବେ ବି ଅଟକି ରହିଛି ।

Related posts

୧୫ ଯାଏ ରାଜ୍ୟରେ ବର୍ଷା ଜାରି; ୮ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

mahabharatanews

ପିଏମଙ୍କୁ ନବୀନଙ୍କ ଚିଠି

mahabharatanews

ଭୁବନେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟ ସିଲ କରିବାକୁ ପହଞ୍ଚିଲା ବିଏମସି

mahabharatanews