ଓଡିଶା

ମାଛ ଧରିବା ହେଲା କାଳ: ୨ ମତ୍ସ୍ୟଜୀବୀ ମୃତ

ଭୁବନେଶ୍ୱର: ମାଛ ଧରିବା ହେଲା କାଳ । ପାରାଦୀପରେ ଡଙ୍ଗାବୁଡି ୨ ମତ୍ସ୍ୟଜୀବୀଙ୍କ ମୃତ୍ୟୁ । ମହାନଦୀ ମୁହାଣକୁ ମାଛଧରା ଡଙ୍ଗାନେଇ ପ୍ରାୟ ୧୫ ଜଣ ମତ୍ସ୍ୟଜୀବୀ ଯାଇଥିଲେ । ଜୁଆରରେ ଡଙ୍ଗାଟି ବୁଡିଯାଇଥିଲା । କୌଣସି ପ୍ରକାରେ ୧୩ ଜଣ ଉଦ୍ଧାର ହୋଇଥିଲେ । କିନ୍ତୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ସୂଚନା ମିଳିଛି ।

Related posts

ରଥକୁ ନେଇ ମେ ୩ ପରେ ନିଷ୍ପତ୍ତି: ଗଜପତି ମହାରାଜା

mahabharatanews

ମହାପ୍ରଭୁଙ୍କ ପାଇଁ ଆସିଲା ପୋଢୁଆଁ ଭାର

mahabharatanews

ମଣ୍ଡିରେ ଭିଜୁଛି ହଜାର ହଜାର ବସ୍ତା ଧାନ, ଚିର ନିଦ୍ରାରେ ପ୍ରଶାସନ

mahabharatanews