ଓଡିଶାରାଜନୀତି

ଓଡ଼ିଶାରେ ଖୋଲିବ ୨ଶହ ଗୋଶାଳା

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ୨ଶହ ଗୋଶାଳା । ଏନେଇ ସୂଚନା ଦେଲେ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ରାସ୍ତାରେ ଦୁର୍ଘଟଣାରେ ଆହାତ ହୋଇଥିବା ପଶୁମାନଙ୍କ ଚିକିତ୍ସା ପାଇଁ ଖୋଲାଯିବ ଭାମ୍ୟମାଣ ଚିକିତ୍ସାଳୟ । ଗୋଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଗୋଚାଲାଣ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Related posts

ବଦଳିଲା କ୍ବାରେଣ୍ଟିନ୍ ନିୟମ

mahabharatanews

ବିଧାୟକଙ୍କ ମା’ଙ୍କୁ କଂଗ୍ରେସ କର୍ମୀଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

mahabharatanews

ଅଟୋ ଦୁର୍ଘଟଣାଗ୍ରସ୍ତ, ୧ ମୃତ

mahabharatanews