ଓଡିଶାରାଜନୀତି

ବଦଳିବ ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ!

ଭୁବନେଶ୍ୱର: ସ୍କୁଲ ୟୁନିଫର୍ମ ବଦଳିବା ନେଇ ସଙ୍କେତ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କେବଳ ହାଇସ୍କୁଲ ପିଲାଙ୍କ ପୋଷାକ ରଙ୍ଗରେ ପରିବର୍ତ୍ତନ କରାଯାଇପାରେ ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗ ଯେମିତି ଅଛି ସେମିତି ହିଁ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନିକଟରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ କରାଯାଇ ଧଳା ସହ ସବୁଜ ରଙ୍ଗ କରାଯାଇଥିଲା । ଏବେ ପୁଣି ଏହି ରଙ୍ଗରେ ପରିବର୍ତ୍ତନ ହେବା ନେଇ ଆଲୋଚନା ଚାଲିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Related posts

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ପୋଲିସ ଦ୍ବାରା ଅଟକ

mahabharatanews

୩ ଜୁଲାଇ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ

mahabharatanews

ବିଧାୟକଙ୍କ ଦ୍ଵାରା ହୋମିଓପ୍ୟାଥି ଚିକିତ୍ସା ଶିବିର ଉଦଘାଟିତ

mahabharatanews