ଓଡିଶା

ବିଷାକ୍ତ ଗ୍ୟାସ ଲିକ୍, ୮ ଗୁରୁତର

ରାଉରକେଲ: ଷ୍ଟିଲ ପ୍ଲାଣ୍ଟର ୫ ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସରରେ ଅଘଟଣ । ପ୍ଲାଣ୍ଟର ବିଷାକ୍ତ ଗ୍ୟାସ ଲିକ୍ ହୋଇଛି । ଏହି ଅଘଟଣରେ ୮ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ଜଟିଳ ଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇଛି । ସୂଚନା ଅନୁସାରେ ଶ୍ରମିକମାନେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ୫ ନମ୍ବର ବ୍ଲାଷ୍ଟ କାର୍ବ ମନୋକ୍ସାଇଡ୍ ଗ୍ୟାସ ଲିକ୍ ହୋଇଥିଲା ।

Related posts

ମଙ୍ଗଳବାର ଯାଏଁ ଗୃହ ମୁଲତବୀ 

mahabharatanews

ଲକ ଡାଉନରେ ଦୋକାନ ଖୋଲିବାକୁ ଜିଲ୍ଲାପାଳଙ୍କ କଟକଣା

mahabharatanews

ନୁଆ ରୂପ ପାଇବ କଟକ ଜେଲ୍‌

mahabharatanews