ଓଡିଶା

ସାଳନ୍ଦୀ ନଦୀରେ ଗାଧଉଥିବା ବେଳେ ବୁଡିଗଲେ ୪ ଛାତ୍ର

ଭଦ୍ରକ: ସାଳନ୍ଦୀ ନଦୀରେ ଗାଧଉଥିବା ବେଳେ ବୁଡିଗଲେ ୪ ଛାତ୍ର । ତେବେ ନଦୀରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସାତଭଉଣୀ ନିକଟ ସାଳନ୍ଦୀ ନଦୀରେ ଗାଧୋଇବା ବେଳେ ଘଟିଛି ଏଭଳି ଅଘଟଣ । ତେବେ ମୃତକ ହେଉଛନ୍ତି ସ୍ମୃତିରଞ୍ଜନ ସ୍ୱାଇଁ, ରଜତ କୁମାର ଜେନା ଓ ପ୍ରଣୟ କୁମାର ଲେଙ୍କା । ସମସ୍ତ ମୃତକଙ୍କ ଘର କୋରକୋର ହରିପୁର ହୋଇଥିବା ଜଣାପଡିଛି ।

Related posts

ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କୁ ଟିକା

mahabharatanews

ଭୁବନେଶ୍ବର ମହାନଗର ନିଗମରେ ୨୨ ସଂକ୍ରମିତ

mahabharatanews

ମୋଟେର ଧାନମଣ୍ଡିରେ ଚାଷୀ ସମାବେଶ

mahabharatanews