ଓଡିଶା

୬ ଘଣ୍ଟିଆ ବନ୍ଦ ଡାକରା

(ସୋର) ; ୬ ଘଣ୍ଟିଆ ଖଇରା ବନ୍ଦ । ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟ ରଞନ ମହାପାତ୍ରଙ୍କ ମୃତ୍ୟୁକୁ ୨ ମାସ ବିତିଯାଇଥିଲେ ମଧ୍ୟ ଦୋଷୀକୁ ଏଯାଏଁ ଦଣ୍ଡ ମିଳିନାହିଁ । ଏହାକୁ ନେଇ ଗୁରୁବାର ଖଇରାରେ ସକାଳ ୬ରୁ ଦିନ ୧୨ ଯାଏଁ ଦୋକାନ ବନ୍ଦ କରିବା ସହ ୬ ଘଣ୍ଟିଆ ବନ୍ଦ ଡାକରେ ଦିଆ ଯାଇଛି । ସୌମ୍ୟ ମୃତ୍ୟୁର ରହସ୍ୟ ଖୋଲିବା ସହ ଦୋଷୀକୁ ଦଣ୍ଡ ଦିଆଯାଉ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଗତ ଚାରି ଦିନ ତଳେ ଖଇରା ଦୁର୍ଗାମଣ୍ଡପ ପରିସରେ ୨୦ରୁ ଅଧିକ ସଂଗଠନ ଓ ବ୍ୟବସାୟୀ ସଙ୍ଘ ପକ୍ଷରୁ ବନ୍ଦ ଡାକରା ନେଇ ନିଷ୍ପତ୍ତି ହୋଇଥିଲା । ତେବେ ପ୍ରଶାସନ ଯଦିି ଏଥିପ୍ରତି ଦୃଷ୍ଟି ନଦିଅନ୍ତି ଏହା ଆଗାମୀ ଦିନରେ ତୀବ୍ର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ

Related posts

କୋଭିଡ୍ କେୟାର ହସ୍ପିଟାଲ ପ୍ରସ୍ତାବକୁ ପୂର୍ବତନ ଛାତ୍ରସଂଘର ବିରୋଧ

mahabharatanews

ଏପର୍ଯ୍ୟନ୍ତ ଚାଷୀଙ୍କୁ ୧୦ ହଜାର କୋଟି ଦିଆସରିଛି: ଯୋଗାଣ ମନ୍ତ୍ରୀ

mahabharatanews

ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା 

mahabharatanews