ଓଡିଶା

ରାଜ୍ୟରେ ଗୋଟିଏ ଦିନରେ ୪୬୭୫୪ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଆଶାତୀତ ଭାବେ ବଢିଚାଲିଛି । କୁହାଯାଉଛି ଅଧିକ ଟେଷ୍ଟି ହେଉଥିବାରୁ ସଂକ୍ରମଣ ସଂଖ୍ୟା ଅଧିକ ରହୁଛି । ଟେଷ୍ଟିଂ ଅଧିକ କରି ସଂକ୍ରମିତ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ହେଉଛି ସରକାରର ଲକ୍ଷ୍ୟ । ଷ୍ଟେିଂ ପ୍ରକ୍ରିୟାରେ ଗତକାଲି୪୬ ହଜାର ୭୫୪ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ ହଜାର ୧୪୪ ହୋଇଥିବା ବେଳେ ଆଣ୍ଟିଜେନ୍ ଟେଷ୍ଟ ୩୯ ହଜାର ୩୯୨ ଓ ଟ୍ରୁନଟ ପରୀକ୍ଷା ୨୧୮ଟି ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Related posts

ଟାଣୁଆ ନେତା ବବିଙ୍କୁ ଗୋଟିଏ ପ୍ରଶ୍ନ

mahabharatanews

ପାରାଦ୍ୱୀପ ରିଫାଇନରୀ ପକ୍ଷରୁ ଉତ୍ପାଦକତା ସପ୍ତାହ

mahabharatanews

ବସ୍ତା ଥାନା ପତ୍ରଝଡ଼ା ପଞ୍ଚାୟତ କରଞ୍ଜିଆ ଗ୍ରାମରେ ଅଘଟଣ

mahabharatanews