ଓଡିଶା

ବସ୍ତା ଥାନା ପତ୍ରଝଡ଼ା ପଞ୍ଚାୟତ କରଞ୍ଜିଆ ଗ୍ରାମରେ ଅଘଟଣ

ବାଲେଶ୍ଵର : ବସ୍ତା ଥାନା ପତ୍ରଝଡ଼ା ପଞ୍ଚାୟତ କରଞ୍ଜିଆ ଗ୍ରାମରେ ଅଘଟଣ। ହାତୀ ନେଲା ମଣିଷର ଜୀବନ। ହାତୀ ଆକ୍ରମଣରେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ। ମୃତ ଜଣକ ହେଲେ କରଞ୍ଜିଆ ଗ୍ରାମର ଭୋଲା ରାମ। ହାତୀ ପାଇଁ ସାଧରଣରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ, ଘଟଣା ସ୍ଥଳରେ ପ୍ରଶାସନ, ପୋଲିସ ଓ ବନବିଭାଗ ପହଂଚି ଘଟଣାର ଅଧିକ ତଦନ୍ତ ଚଲାଇଛି।

Related posts

ମହିଳାଙ୍କ ମୃତଦେହ ଉଦ୍ଧାର

mahabharatanews

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ 2025- 2026

mahabharatanews

ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ ଡାକରା

mahabharatanews