Uncategorized

ଏସ୍‌ସିବି ମେଡ଼ିକାଲ କଲେଜରେ  ୫-ଟି ସଚିବ

(କଟକ) : ଏସ୍‌ସିବି ମେଡ଼ିକାଲ କଲେଜରେ  ୫-ଟି ସଚିବ ।  ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି କଟକରେ ଏସ୍‌ସିବି ମେଡ଼ିକାଲ କଲେଜ ସମ୍ପ୍ରସାରଣ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି । ଏଠାରେ ମେଡିକାଲ ନିର୍ମାଣ କାର୍ଯ୍ୟ କିଭଳି ଅଗ୍ରଗତି କରୁଛି ସେ ନେଇ ସ୍ଥିତି ପରଖିଛନ୍ତି।

ସୂଚନାନୁଯାୟୀ , ଏହି ଅବସରରେ ୱାର୍କ ସେକ୍ରେଟାରୀ, ସିଏମ୍‌ସି କମିସନର ନିଖିଳ ପୱନ କଲ୍ୟାଣ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଏସସିବି ମେଡ଼ିକାଲ କୁଳସଚିବ, ଆରଡିସି ଓ ଅନ୍ୟ ପ୍ରଶାସନିକ ଅଧିକାରୀ ସମେତ ସମସ୍ତ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହିଥିଲେ। ନିକଟରେ ବିରୋଧୀଙ୍କ କଥାକୁ ଖାତର ୫-ଟି ସଚିବ  ନ କରି କାମ କରିଚାଲିଛନ୍ତି

Related posts

ଦେଶରେ ୨୪ ଘଣ୍ଟାରେ ୨୫୫୩ ନୂଆ ଆକ୍ରାନ୍ତ, ୭୨ ମୃତ୍ୟୁ

mahabharatanews

କୋରୋନା ଭୂତାଣୁ ସଂକ୍ରମଣ ଭାରତରେ ସତର୍କସୂଚନା ଜାରି

mahabharatanews

ଇଜିପଟରେ ବସ ଦୁର୍ଘଟଣାଗ୍ରସ୍ତ, ୩ ମୃତ, ୧୬ ଭାରତୀୟ ପର୍ଯ୍ୟଟକ ଆହତ

mahabharatanews