ଓଡିଶା

ହୀରାକୁଦରେ ଖୋଲିଲା ୬ଟି ଗେଟ

(ସମ୍ବଲପୁର) ; ଗତକିଛି ଦିନ ହେବ ଲଗାଣ ବର୍ଷା ଓଡିଶାରେ ବନ୍ୟା ପରସ୍ଥିତି ସୃଷ୍ଟି କରିଛି । ଉପରମୁଣ୍ଡରେ ବର୍ଷା ମଧ୍ୟ ବଢୁଥିବାରୁ ହିରାକୁଦରେ ୬ ଟି ଗେଟ ଖୋଲିବାକୁ ନିଷ୍ପତି ନିଆଯାଇଥିଲା । ତେବେ ହୀରାକୁଦରେ ଖୋଲିଲା ୬ଟି ଗେଟ । ଡ୍ୟାମ କର୍ତ୍ତୁପକ୍ଷଙ୍କ ସୂଚନା ଅନ୍ୟୁାୟୀ ବାମ ପାଶ୍ୱର୍ର ୪ଟି ଗେଟ୍ ଖୋଲିଥିବା ବେଳେ ଡାହାଣ ପାଶ୍ୱର୍ର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ଡାରକୁ ୨ ଲକ୍ଷ ୧୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳସ୍ତର ମଧ୍ୟ ବଢୁଛି । ବର୍ତ୍ତମାନ ଜଳସ୍ତର ରହିଛି ୬୨୬.୮୩ ଫୁଟ ରହିଛି ।

Related posts

ଓଡ଼ିଶା କ୍ରିକେଟ ଦଳର କୋଚ ହେଲେ ଦୀନେଶ ଓ ରୁମେଲି

mahabharatanews

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିସାଇଲର ସଫଳ ପରୀକ୍ଷଣ 

mahabharatanews

ପ୍ରତାପ ଷଢଙ୍ଗୀଙ୍କ ବିରୋଧରେ ଫେରାଦ ହେଲେ ବିଜେଡି

mahabharatanews