ଓଡିଶା

ହୀରାକୁଦରେ ଖୋଲିଲା ୬ଟି ଗେଟ

(ସମ୍ବଲପୁର) ; ଗତକିଛି ଦିନ ହେବ ଲଗାଣ ବର୍ଷା ଓଡିଶାରେ ବନ୍ୟା ପରସ୍ଥିତି ସୃଷ୍ଟି କରିଛି । ଉପରମୁଣ୍ଡରେ ବର୍ଷା ମଧ୍ୟ ବଢୁଥିବାରୁ ହିରାକୁଦରେ ୬ ଟି ଗେଟ ଖୋଲିବାକୁ ନିଷ୍ପତି ନିଆଯାଇଥିଲା । ତେବେ ହୀରାକୁଦରେ ଖୋଲିଲା ୬ଟି ଗେଟ । ଡ୍ୟାମ କର୍ତ୍ତୁପକ୍ଷଙ୍କ ସୂଚନା ଅନ୍ୟୁାୟୀ ବାମ ପାଶ୍ୱର୍ର ୪ଟି ଗେଟ୍ ଖୋଲିଥିବା ବେଳେ ଡାହାଣ ପାଶ୍ୱର୍ର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ଡାରକୁ ୨ ଲକ୍ଷ ୧୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳସ୍ତର ମଧ୍ୟ ବଢୁଛି । ବର୍ତ୍ତମାନ ଜଳସ୍ତର ରହିଛି ୬୨୬.୮୩ ଫୁଟ ରହିଛି ।

Related posts

ଜାନୁଆରୀ ୩ ତାରିଖରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ।

mahabharatanews

ମହାପ୍ରଭୁଙ୍କ ବନକଲାଗି ନୀତି; ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ 

mahabharatanews

ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କର କାର୍ତ୍ତିକ ନୀତି

mahabharatanews