ଓଡିଶା

ବିଜେପୁରରେ ଆଇସିଆଇସିଆଇ ବ୍ୟାଙ୍କ ଶାଖା ଉଦଘାଟିତ

(ମହାଭାରତ, ବରଗଡ): ଆଇସିଆଇସିଆଇ ବ୍ୟାଙ୍କର ଆଉ ଏକ ଶାଖା ବରଗଡ ଜିଲ୍ଲା ବିଜେପୁରରେ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହାର ଉଦଘାଟନ କରିଛନ୍ତି । ଏହି ଶାଖା ଖୋଲିବା ଦ୍ୱାରା ବିଜେପୁର ଅଞ୍ଚଳବାସୀ ତଥା ଏଠାକାର ବ୍ୟବସାୟୀ ଓ ଚାଷୀମାନେ ଟଙ୍କା ଉଠାଇବା ପାଇଁ ଦୂର ବାଟ ଆଉ ଯିବାକୁ ପଡିବନି ବୋଲି ବ୍ୟାଙ୍କର ଓଡ଼ିଶା ଓ ଛତିଶଗଡ ଜୋନ ମୁଖ୍ୟ ପ୍ରମୋଦ କୁମାର ରାଉତ ଏହି ଅବସରରେ କହିଥିଲେ । ମୁଖ୍ୟମନ୍ତ୍ରୀ ଏହି ଶାଖାର ଉଦଘାଟନ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

Related posts

କିଟକୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

mahabharatanews

ବଢ଼ିଲା ଅଙ୍ଗନବାଡି କର୍ମୀଙ୍କର ମାସିକ ପାରିଶ୍ରମିକ

mahabharatanews

ବସ୍ ଧକ୍କାରେ ବାଇକ ଆରୋହୀ ମୃତ

mahabharatanews