ଓଡିଶା

ଦକ୍ଷିଣାଞ୍ଚଳ କମାଣ୍ଡର ସିପି ମହାନ୍ତି

(ଆଦର୍ଶ ରାଉତ)ଭୁବନେଶ୍ୱର: ଭାରତ ସରକାରଙ୍କ ଅନେକ ମହତ୍ଵପୂର୍ଣ୍ଣ ପଦରେ ଓଡ଼ିଆ ଅଫିସର ନିଯୁକ୍ତି ପାଇଛନ୍ତି। ସେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ହେଉ କି ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ହେଉ। ଏହି କ୍ରମରେ ଭାରତୀୟ ସେନାରେ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଲେପ୍ଟନାଣ୍ଟ ଜେନେରାଲ ସିପି ମହାନ୍ତିଙ୍କୁ ଦକ୍ଷିଣାଞ୍ଚଳ କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି। ସେ ଲେପ୍ଟନାଣ୍ଟ ଜେନେରାଲ ଏସ.କେ.ସାଇନିଙ୍କ ସ୍ଥାନ ନେବେ । ଲେପ୍ଟନାଣ୍ଟ ଜେନେରାଲ ସାଇନି ଆସନ୍ତା ୨୫ ତାରିଖରେ ଭାରତୀୟ ସେନାରେ ନୂଆ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

Related posts

ଛତ୍ରପୁର ଏଡିଏମଙ୍କ ହିଞ୍ଜିଳି ଗସ୍ତ: କରୋନା ସମୀକ୍ଷା ସାଙ୍ଗକୁ ସଂକ୍ରମିତଙ୍କୁ ବାଣ୍ଟିଲେ କିଟ୍

mahabharatanews

ହୋଟେଲ କାର୍ଯ୍ୟାଳୟରୁ ଚୋରି ଘଟଣା: ୩୨ ଲକ୍ଷ ଟଙ୍କା ଓ ୪ଟି ମୋବାଇଲ ଫୋନ ଜବତ

mahabharatanews

ବାଲୁକା କଳାରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଜନ୍ମଦିନର ଶୁଭେଚ୍ଛା

mahabharatanews