ଓଡିଶା

ଦିଲ୍ଲୀରୁ ପଲ୍ଲୀ ଉଡ଼ୁଛି ତିରଙ୍ଗା

(ମହାଭାରତ): ଆଜି ହେଉଛି ୭୧ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଭାରତ ମାତାର ଜୟ ଗାନ ଆରମ୍ଭ ହୋଇଯ।।ଇଛି । କରାଯାଉଛି । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଚଳିତ ବର୍ଷ ଦିଲ୍ଲୀ ଢାଞ୍ଚାରେ କରାଯାଇଛି । ପ୍ରଥମ ଥର ପାଇଁ ପରେଡ଼ରେ ସାମିଲ ହୋଇଛନ୍ତି ଯବାନ ଝଙଏ । ରାଜ୍ୟ ସ୍ମରୀୟ ପ୍ୟାରେଡ଼ରେ କମାଣ୍ଡିଂ କରିବେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ। ୧୨ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ରାଜରାସ୍ତାରେ ଗଡ଼ିବ । ଏଥର ପ୍ୟାରେଟରେ ୪୮ଟି ଟ୍ରୁପ ସାମିଲ ହୋଇଛନ୍ତି । ସେପଟେ ଦିଲ୍ଲୀରେ
ଓଡିଶାର ପ୍ରଜ୍ଞାପନ ମେଢରେ ଓଡ଼ିଶାର ଲିଙ୍ଗରାଜ ମନ୍ଦିର ସହ ଋକୁଣା ରଥ ଦେଖିବାକୁ ମିଳିବ। କୌଣସି ପ୍ରକାର ଆତଙ୍କବାଦୀ ଓ ମାଓବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି.ୟ, ସର୍ବସାଧାରଣରେ ପେଟ୍ରୋଲିଂ ,ନାଇଟ ସଚ୍ଚିଂସହ ଯାନବାହାନକୁ କଡ଼ାକଡ଼ି କରାଯାଇଛି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସେହିପରି ଟ୍ରାଫିକ୍‌ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ୨ ହଜାର ଟ୍ରାଫିକ୍‌ କର୍ମଚାରୀ ମଧ୍ୟ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି।

Related posts

ଆଜି ହୋଇପାରେ ଶୁଣାଣି : ଫ୍ୟାମିଲି କୋର୍ଟରେ ପହଞ୍ଚିବେ ବର୍ଷା ଅନୁଭବ

mahabharatanews

ମଦ୍ୟପାନ କରି ଗାଡି ଚଳାଇବା ପଡିବ ମହଙ୍ଗା ; ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀ କରିବେ ସ୍ୱତନ୍ତ୍ର ଯାଞ୍ଚ

mahabharatanews

ଓଡିଶାର ଗର୍ବ ସାଂସଦ ସସ୍ମିତ ପାତ୍ର

mahabharatanews