ଓଡିଶା

ମୋଟେର ଧାନମଣ୍ଡିରେ ଚାଷୀ ସମାବେଶ

(କଳାହାଣ୍ଡି) :  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଧାନମଣ୍ଡିଠାରେ ବିଶାଳ ଚାଷୀ ସାମବେଶ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି କୃଷକ ସଂଘ ନେତା, ସମାଜସେବୀ ତଥା ଆଇନଜୀବୀ ଦିଗାମ୍ବର ଦୁରିଆଙ୍କ ଆହ୍ୱାନରେ ହୋଇଥିବା ଚାଷୀ ସାମବେଶରେ ଶିବପ୍ରସାଦ ପ୍ରଧାନ, ଦୁଖୀଶ୍ୟାମ ମାଝୀ, ବିଘ୍ନରାଜ ପଣ୍ଡା, କେଶବ ସାହୁ, ସନ୍ତୋଷ ପାଢୀ, ଅରୁଣ ମାଝୀ, ସତ୍ୟାନନ୍ଦ ବାଗ, ଧନବଲ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ବର୍ଷ ଧାନମଣ୍ଡିରେ ଚାଷୀମାନେ ଧାନ ବିକ୍ରି ପାଇଁ ଯେଉଁ ସମସ୍ୟା ସାମ୍ନା କରୁଛନ୍ତି । ସେସବୁ ପ୍ରସଙ୍ଗରେ ଚାଷୀ ସମାବେଶରେ ବ୍ୟାପକ ଆଲୋଚନା କରାଯାଇଥିଲା ଆଗାମୀ ଦିନରେ ମଣ୍ଡିରେ କଟନିଛଟନି, ଟୋକନ ବ୍ୟବସ୍ଥା, ମିଲର ରାଜ, ଦଲାଲ ରାଜ, ଦଲାଲ ପେକ୍ସ ଉପରେ ଚର୍ଚ୍ଚା ହେ।।ଇଥିଲା । ଆଗାମୀ ଦିନରେ ଯଦି ସରକାର ଏହାର ସମାଧାନ ନ କରନ୍ତି ତେବେ ଚାଷୀ ତୀବ୍ର ବିରୋଧ କରି ଆନ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Related posts

ଆଇସୋଲେସନ୍ ସେଣ୍ଟରରେ ଗଞ୍ଜାମ ଜିଲ୍ଲାପାଳ

mahabharatanews

ନିଆରା ଢଙ୍ଗରେ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ପାଳନ  

mahabharatanews

ଧଳା ଜହର କାରବାରରେ ଜଣେ ମହିଳା ଗିରଫ

mahabharatanews