Uncategorized

ସାବରିମାଲା ଅଳଙ୍କାର ପ୍ରସ୍ତୁତ କରିବେ କେରଳ ଅବସରପ୍ରାପ୍ତ ବିଚାରପତି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ସାବରିମାଲା ମନ୍ଦିରର ଠାକୁରଙ୍କ ଗହଣାର ସୂଚୀ ପ୍ରସ୍ତୁତ କରିବାକୁ କେରଳ ହାଇକୋର୍ଟର ଅବସରପ୍ରାପ୍ତ ବିଚ।ରପତି ଜଷ୍ଟିସ ସି ଏନ ରାମଚନ୍ଦ୍ରନ ନାୟରଙ୍କୁ ନିଯୁକ୍ତି ଦେଇଛନ୍ତି । ଏଥିନେଇ ଜଷ୍ଟିସ ଏନ ଭି ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଜଷ୍ଟିସ ନାୟରଙ୍କୁ ସମସ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ୪ ସପ୍ତାହ ସମୟ ଦେଇଛନ୍ତି । ଏହି ରିପେ।।ର୍ଟ ମିଳିବା ପରେ ୪ ସପ୍ତାହ ପରେ ଶୁଣାଣି ହେବ ବେ।।ଲି କହିଛନ୍ତି ।

ପଣ୍ଡାଲ।।ମ ରାଜ ପରିବାରର ଦୁଇ ଗୋଷ୍ଠୀ ମଧ୍ୟରେ ସାବରିମାଲା ମନ୍ଦିରର ଅଳଙ୍କାରର ଦାୟିତ୍ୱ ନେବାକୁ ନେଇ ଦେଖାଦେଇଥିବା ଝଗଡାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ଆପେକ୍ସ କୋର୍ଟ ।

Related posts

ଖୋଲିଛି ଦେଶର କିଛି ଧର୍ମାନୁଷ୍ଠାନ

mahabharatanews

ଆପ୍ ରେ ଯୋଗ ଦେବେ ଜେଡିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ

mahabharatanews

ଅତିଥିଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ବେସନ ହାଲୱା

mahabharatanews