Uncategorized

କେଶ ଅଧିକ ପାଚୁଛି କି? ମେହେନ୍ଦି ପାଉଡରରେ ମିଶାଇ ଲଗାନ୍ତୁ ଏହି ତେଲ, କେଶ ହେବ ଘନ ଓ କଳା

(ମହାଭାରତ): କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ ସୋରିଷ ତେଲ । ଏହା କେଶକୁ ମଜଭୂତ କରାଇଥାଏ । କିନ୍ତୁ ଅ ।ପଣ ଜାଣିଛନ୍ତି କି, ସୋରିଷ ତେଲ ସହ ମେହେନ୍ଦି ମିଶାଇ ଲଗାଇବା ଦ୍ୱାରା କେଶ ଘନ ଏବଂ କଳା ହେବା ସହିତ ପୋଷଣ ମଧ୍ୟ ମିଳିଥାଏ । ଅ ।ଜି ଅ ।ମେ ଅ ।ପଣଙ୍କୁ ସୋରିଷ ତେଲ ଓ ମେହେନ୍ଦିର ବ୍ୟବହାର ବିଷୟରେ କହିବୁ ।
ଅ।ବଶ୍ୟକ ସାମଗ୍ରୀ:
-୧ କପ୍ ସୋରିଷ ତେଲ
-୩ ବଡ଼ •ମଚ ହିନା ପାଉଡର କିମ୍ବା ମେହେନ୍ଦି ପତ୍ର
-ଗ୍ୟାସ୍ ଉପରେ ଲୁହା କଡ଼େଇ ବସାନ୍ତୁ ଏବଂ ଏଥିରେ ସୋରିଷ ତେଲ ପକାନ୍ତୁୟ
-ତେଲ ଗରମ ହୋଇଗଲା ପରେ ଗ୍ୟାସରେ ଅ ।ଞ୍ଚକୁ କମ୍ କରିଦିଅନ୍ତୁ । ସେଥିରେ ହିନା ପାଉଡର ପକାନ୍ତୁ ।
-ତେଲ ଫୁଟିବା ଯାଏ ଏହାକୁ ଗରମ କରନ୍ତୁ ଏବଂ ଲଗାତାର ଘାଣ୍ଟନ୍ତୁ ।
-ଯେତେବେଳେ ତେଲ ସମ୍ପୂର୍ଣ୍ଣ କଳା ହୋଇଯିବ ଏବଂ ମେହେନ୍ଦି ସେଥିରେ ମିଶିଯିବ, ଗ୍ୟାସ୍ ବନ୍ଦ କରିଦିଅନ୍ତୁ ।
-ତେଲ କଡ଼େଇକୁ ୧ ମିନିଟ୍ ଯାଏ ଢାଙ୍କିକି ରଖିଦିଅନ୍ତୁ । ତେଲ ଥଣ୍ଡା ହୋଇଗଲା ପରେ ଏହାକୁ ଛାଣି ଏକ ଶିଶିରେ ରଖନ୍ତୁ ।
-ଏବେ ଅ ।ପଣଙ୍କ ମିଶ୍ରଣ ପ୍ରସ୍ତୁତ ହୋଇଗଲା । କେଶ ଅଧିକ ପାଚୁଥିଲେ ଏହାକୁ ବ୍ୟବହାର କରିପାରିବେ ।

Related posts

ସିଏଏ ବିରୋଧରେ ହୋଇଥିବା ହିଂସା, ନଷ୍ଟ ସମ୍ପତ୍ତିର ଆକଳନ କରିବ ୪ ଜଣିଆ କମିଟି

mahabharatanews

ଚୀନ ସରକାର ନିର୍ଦ୍ଦେଶରେ ହୋଇଥିଲା ଗଲୱାନ ଆକ୍ରମଣ

mahabharatanews

ମୁହଁରେ ମାସ୍କ ପିନ୍ଧି ବିବାହ ହେଲେ ବର କନ୍ୟା

mahabharatanews