Uncategorized

ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି କୋବି ପରଟା

(ମହାଭାରତ): ଆସନ୍ତୁ ଜାଣିବା କିପରି ଭିନ୍ନ ଅନ୍ଦାଜରେ ପ୍ରସ୍ତୁତ କରିବା କୋବି ପରଟା ।
ଆବଶ୍ୟକୀୟ ସାମଗ୍ରୀ
ଅଟା-୨୫୦ ଗ୍ରାମ
ତେଲ -୨ଚାମଚ
ଲୁଣ-ସ୍ୱାଦ ଅନୁସାରେ
କୋବି-୧ଟି ଛୋଟ ଛୋଟ କଟାଯାଇଥିବା
୬-ହଳଦୀ
୭- ଧନିଆ ପାଉଡର
୮- ଜିରା ବା ଜୁଆଣୀ
୯- ଧନିଆ ପତ୍ର
୧୦- ଆମଚୁର ପାଉଡର
ପ୍ରସ୍ତୁତ ପ୍ରଣାଳୀ
ଏଗୁଡିକୁ ଭଲ ଭାବେ ମିଶାଇ ଏକ ଅଟା ଚକଟା ପ୍ରସ୍ତୁତ କରନ୍ତୁ । ଚକଟିବା ପରେ ୨୦ରୁ ୩୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଏବେ ବନ୍ଧା କୋବିରୁ ଉପର ତ୍ୱଚାକୁ ବାହାର କରି ଦିଅନ୍ତୁ । ଏବେ ୫ରୁ୧୦ ମିନିଟ ଗରମ ପାରିରେ ପକାନ୍ତୁ ।
ଏବେ ଏକ ପ୍ୟାନ ଗରମ କରି ସେଥିରେ ଏକ ଚାମଚ ତେଲ ଦିଅନ୍ତୁ । ଏବେ ସେଥିରେ ଛୋଟ ଚାମଚ କରି ସେଥିରେ ଛୋଟ ଚାମଚ ଜୁଆଣୀ ବା ଜିରା ଫୁଟାନ୍ତୁ ।

Related posts

ଖୁବଶୀଘ୍ର ସଙ୍କଟର ସମାଧାନ ହେବ: ଆରବିଆଇ ଗଭର୍ଣ୍ଣର

mahabharatanews

ବ୍ରିଟେନରେ ଭାରତୀୟ ମହିଳାଙ୍କୁ ଆକ୍ରମଣ

mahabharatanews

ବିଶ୍ୱବ୍ୟାପି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଲା

mahabharatanews