ଓଡିଶା

ଶରତ ଥାନା ପକ୍ଷରୁ ମାସ୍କ ବଣ୍ଟନ

(ଦୀପକ ମିଶ୍ର/ ଉଦଳା): ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ପକ୍ଷରୁ ଆଜି ଏକ ମାସ୍କ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ ଥାନା ଅଧିକାରୀ ରୀନା ବକ୍ସଲକ୍ଷଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଏହି କାର୍ୟ୍ୟକ୍ରମରେ ଶରତ ବଜାର ଅଞ୍ଚଳର ତଥା ଥାନା ଆଖ ପାଖ ଅଞ୍ଚଳର ଲୋକମାନଙ୍କୁ ସଚେତନ କରାଇବା ସଙ୍ଗେ ସଙ୍ଗେ ମାସ୍କ ପ୍ରଦାନ କରାଯାଇଥିଲା । ଏହି ଲକଡାଉନ ସମୟରେ ସମସ୍ତେ ସରକାରଙ୍କ କଥା ମାନି ଘରୁ ନବାହାରିବାକୁ ମଧ୍ୟ ଶରତ ପୋଲିସ ସଚେତନ କରାଇଥିଲା କ୍ଷ ଏହି କାର୍ୟ୍ୟକ୍ରମରେ ଥାନାର ଏ.ଏସ. ଆଇ ଶ୍ରୀ ନାୟକଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ।

Related posts

ନର୍ଲା ପ୍ରେସ ଏସୋସିଏସେସନ୍ ପକ୍ଷରୁ ପ୍ରେସ୍ ଦିବସ ପାଳିତ

mahabharatanews

ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବାଣ ବିକ୍ରି ଓ ଫୁଟାଇବା ଉପରେ ନିଷେଦ୍ଧାଦେଶ କାହା ପାଇଁ?

mahabharatanews