ଓଡିଶା

ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି

(ଗୋପ, ଜୟନ୍ତ କୁମାର ସେଠି): ବଲିଉଡ ବିଶିଷ୍ଟ କଳାକାର ଋଷି କପୁର ଆଉ ନାହାନ୍ତି। ମୁମ୍ବାଇ ରେ ଏକ ହସ୍ପିଟାଲ ଚିକିତ୍ସା ଧୀନ ଅବସ୍ଥାରେ ପ୍ରାଣ ତ୍ୟାଗ କରିଛନ୍ତି। ଯାହାକି ପୁରା ବଲିଉଡ ସମେତ ଦେଶ ବାସୀ ଙ୍କୁ ସ୍ତବ୍ଧ କରି ଦେଇଛି। ଋଷି ଙ୍କ ଭଳି ଜଣେ ନିଖୁଣ କଳାକାର ଙ୍କ ମୃତ୍ୟୁ ଏକ ବିରାଟ କ୍ଷତି ବୋଲି କୁହାଯାଇଛି। ଅନ୍ୟପଟେ ଋଷି କପୁର ଙ୍କ ଦେହାନ୍ତ ଙ୍କୁ ନେଇ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ଛନ୍ତି। ପୁରୀ ବେଳାଭୂମିରେ ଏକ ବିରାଟ ବାଲୁକାକଳା ତିଆରି କରି ଋଷି ଙ୍କ ପ୍ରତିକୃତି ସ୍ଥାନ ଦେବା ସହ ହିରୋ ଅଫ ମିଲିଅନ ହାଟର୍ସ ର ବାର୍ତା ଦେଇଛନ୍ତି।

Related posts

ଅନୁଗୁଳ ଦେଶରେ ଦ୍ୱିତୀୟ ପ୍ରଦୂଷିତ ସହର

mahabharatanews

ରାଜ୍ୟସ୍ତରୀୟ ଚଷା ମହାସମାବେଶରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ଭରତପୁର ରିଜର୍ଭ ଜଙ୍ଗଲକୁ ଫେରିଗଲେ ଦୁଇ ଦନ୍ତା; ଖୋଲିଲା ଶିଖରଚଣ୍ଡୀ ମନ୍ଦିର

mahabharatanews