ଓଡିଶା

ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୁରକ୍ଷା କିଟ୍ ପ୍ରଦାନ

(ବିରୁପାକ୍ଷ ପ୍ରଧାନ/ ଆଠଗଡ): ଆଠଗଡ଼ ମେଘା ସେକ୍ଟର ସମୂହ ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ଆଠଗଡ଼ ଉପଖଣ୍ଡ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ କରୋନା ଯୋଦ୍ଧା ଭାବେ ସୁରକ୍ଷା କିଟ୍ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଆଠଗଡ ତହସିଲଦାର, ଉପଖଣ୍ଡ ମେଡ଼ିକାଲ ଅଧ୍ୟକ୍ଷ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହ ଦେଶ ତଥା ରାଜ୍ୟରେ ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅବିଭାଷଣରେ କହିଥିଲେ । ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ନିଜସ୍ଵ ଉଦ୍ୟମରେ ଏପରି କାର୍ୟ୍ୟକୁ ସମସ୍ତେ ବହୁ ପ୍ରଶଂସା କରିଥିଲେ।

Related posts

ଜିଲ୍ଲାସ୍ତରୀୟ ଅନଲାଇନ୍ ସୁରକ୍ଷା ଏବଂ ସାଇବର ନିର୍ଯାତନା ସଚେତନତା କର୍ମଶାଳା

mahabharatanews

ଅଶାନ୍ତ ସୁନ୍ଦରଗଡ ସହର, ବନ୍ଦ ରହିଛି ଇଣ୍ଟରନେବା ସେବା

mahabharatanews

ମାଟ୍ରିକ ଖାତା ଦେଖା ନେଇ ୩ ଦିନରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

mahabharatanews