ଅପରାଧ

ଯୌତୁକ ପାଇଁ ହତ୍ୟା ଅଭିଯୋଗ

(ରଜନିକାନ୍ତ ପାତ୍ର, ହିଞ୍ଜିଳି): ଗଂଜାମ ଜିଲ୍ଲା ବଡଗଡ ଥାନା ରାଇବନ୍ଧ ଗାଁରେ ଅ।ଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତ ତିନିମାସ ତଳେ ଗାଙ୍ଗପୁର ଥାନା ଇଲାକା କୁଲାଙ୍ଗି ଗାଁର ଟିକିନା ସ୍ଵାଇଁ କବିରାଜ ସ୍ଵାଇଁ ଙ୍କୁ ବିବାହ କରିଥିଲେ । ହେଲେ ଗତ କାଲି କୌଣସୀ କାରଣରୁ ଟିକିନାଙ୍କ ମୃତ୍ୟୁ ହୋଇଥିଲା ଓ ପରେ ପରେ ତରବରିଅ। ଭାବେ ପରିବାର ଲୋକେ ଗାଁ ଶଂଶ୍ମାନରେ ଦାହ କରିଦେଇଥିଲେ । ତେବେ ମୃତକଙ୍କ ପରିବାର ଲୋକେ ଏହା ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ପରେ ବଡଗଡ ପୋଲିସ ରାଇବନ୍ଧ ଗାଁ ମଶାଣି ରେ ପହଁଚି ହାଡ ପାଉଁଶ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି ।

Related posts

କଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

mahabharatanews

ଗ୍ୟାଙ୍ଗଷ୍ଟର ହାଇଦରର ପୁଅ କାଦିରକୁ ଆଜୀବନ କାରାଦଣ୍ଡ

mahabharatanews

ବେଆଇନ କାଠଗଣ୍ଡି ଜବତ, ୧ ଗିରଫ

mahabharatanews