Uncategorized

‘ଡ୍ରାମେବାଜ’ କହିବା ମହଙ୍ଗା ପଡିଲା ଅଧିକାରୀଙ୍କୁ

ହିସାର: ହରିଆଣା କୃଷକ କମିଟିର ଅଧିକାରୀଙ୍କୁ ଚପଲରେ ପିଟିଲେ ଟିକ୍ ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ୍ । ଅଧିକାରୀଙ୍କ ଦ୍ୱାରା ତାଙ୍କ ପ୍ରତି ଅଶ୍ଳୀଳ ବ୍ୟବହାରକୁ ବିରୋଧ କରି ଚପଲରେ ପିଟିବାକୁ ମଧ୍ୟ ପଛେଇ ନାହାନ୍ତି ଏହି ନେତ୍ରୀ । ଘଟଣା ସମୟର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।
ଶୁକ୍ରବାର ଦିନ ଫୋଗଟ କୃଷକ ବଜାର ଯାଞ୍ଚ କରୁଥିଲେ। ଏହି ସମୟରେ ଫୋଗଟ୍ କୃଷକଙ୍କ ଅଭିଯୋଗ ତାଲିକା ଅଧିକାରୀଙ୍କୁ ଦେଖାଇ ତାଙ୍କୁ ତାଗିଦ କରିଥିଲେ । କିନ୍ତୁ ଅଧିକାରୀ ଫୋଗଟଙ୍କୁ ‘ଡ୍ରାମେବାଜ’ ବୋଲି କହିଥଲେ। ଏହା ଶୁଣିବା ପରେ ଫୋଗଟଙ୍କ କ୍ରୋଧ ପଞ୍ଚମରେ ପହଞ୍ଚି ଯାଇଥିଲା । ସଙ୍ଗେସଙ୍ଗେ ଚପଲ ଖୋଲି ଅଧିକାରୀଙ୍କୁ ମ।।ରିଥିଲେ ।

Related posts

ଗଲୱାନରେ ଆହତ ହୋଇଥିବା ଯବାନଙ୍କୁ ଭେଟିଲେ ସ୍ଥଳସେନା ମୁଖ୍ୟ

mahabharatanews

କାଶୀ ବିଶ୍ୱନାଥଙ୍କ ଦର୍ଶନ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

mahabharatanews

ଦେଶରେ ୨୭୮୯୨ ଆକ୍ରାନ୍ତଙ୍କ ମଧ୍ୟରେ ୮୭୨ଙ୍କ ମୃତ୍ୟୁ

mahabharatanews

Leave a Comment