ଅପରାଧ

ରାଜଧାନୀରୁ ବ୍ରାଉନସୁଗାର ଜବତ

ଭୁନେଶ୍ବର: ଭୁବନେଶ୍ବରରେ ପୁଣି ବ୍ରାଉନ ସୁଗାର ଜବତ। ପାଖାପାଖି ୪୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୋଲିସ। କ୍ୟୁଏଟି ଓ ଲିଙ୍ଗରାଜ ଥାନା ପୋଲିସ ମିଳିତଭାବେ ଲିଙ୍ଗରାଜ ଥାନା କପିଳେଶ୍ବର ଅଞ୍ଚଳରୁ ବ୍ରାଉନ ସୁଗାର ୪୦ ଗ୍ରାମ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ଦୁଇଜଣ ହେଲେ ରାକେଶ ମୁଳିଆ ଏବଂ ସୁଜିତ ପଣ୍ଡା । ଏମାନଙ୍କ ନିକଟରୁ ବାଇକ, ମୋବାଇଲ ଓ ସୁନାଗହଣା ମଧ୍ୟ ଜବତ ହୋଇଛି। ଏହି ସଂପର୍କରେ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ।

Related posts

ଜନଶତାଦ୍ଧି ଟ୍ରେନରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

mahabharatanews

ଶାଶୁକୁ ବୋହୁର ଥପ୍ପଡ ଉପରେ ଥପ୍ପଡ

mahabharatanews

ଚଢ଼ାଉ କରି ନଗଦ ୧୧ ହଜାର ୭୦୦ ଟଙ୍କା ସହ ୪ ଜୁଆଡିକୁ ଗିରଫ କଲା ପୋଲିସ

mahabharatanews