ଓଡିଶା

ଆଜି ଆଉ ୧୨୦ ସୁସ୍ଥ, ମୋଟ ସୁସ୍ଥଙ୍କ ସଂଖ୍ୟା ୨୯୭୪

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨,୯୭୪କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ସୁସ୍ଥଙ୍କ ମଧ୍ୟରୁ ଯାଜପୁରରୁ ୧୯, କଟକରୁ ୧୫, ମୟୁରଭଞ୍ଜ ଓ ଖୋର୍ଦ୍ଧା ଜିଲାରୁ ୧୧ ଜଣ, ନୂଆପଡ଼ାରୁ ୯, ସୁନ୍ଦରଗଡ଼ରୁ ୭, କନ୍ଧମାଳରୁ ୬, ବଲାଙ୍ଗୀର ଓ ନୟାଗଡ ଜିଲାରୁ ୫ଜଣ , ବାଲେଶ୍ବର, ଢେଙ୍କାନାଳ, କେନ୍ଦ୍ରାପଡା, ଓ ଝାରସୁଗୁଡ଼ା ଜିଲାରୁ ୪ ଜଣ , କେନ୍ଦୁଝର , ଗଞ୍ଜାମ ଓ ପୁରୀ ଜିଲାରୁ ୩ଜଣ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡି ଓ କୋରାପୁଟ ଜିଲାରୁ ୨ ଜଣ ଓ ମାଲକାନଗିରିରୁ ଜଣେ ସୁସ୍ଥ ହୋଇଛନ୍ତି।

Related posts

ସିବିଆଇ ହାତରେ ଧରାପଡିଲା ନିଟ୍‌-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ।

mahabharatanews

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ: ବିଏମସି କମିଶନରଙ୍କ ନାମରେ ଏଫଆଇଆର

mahabharatanews

ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଓଡ଼ିଶା ଗସ୍ତ

mahabharatanews