ଓଡିଶା

ଖୋର୍ଦ୍ଧା ସବ୍ ଡିଭିଜନରେ ଦିନ ୨ଟାରୁ ସକାଳ ୬ଟା ସଟଡାଉନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ କିଛି ଦିନ ହେବ କରୋନା ସଂଖ୍ୟା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ସବ୍-ଡିଭିଜନରେ କରୋନା ମୁକାବିଲା କରିବା ପାଇଁ କଟକଣା ବଢାଇଛି ଜିଲ୍ଲା ପ୍ରଶାସନ। ଜୁନ୍ ୩୦ ଯାଏଁ ଖୋର୍ଦ୍ଧା ସବ୍-ଡିଭିଜନରେ ଲକ୍ ଡାଉନ କଟକଣା ଜାରି ରହିବ। ଖୋର୍ଦ୍ଧା ସବ୍-ଡିଭିଜନରେ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଅନ୍ୟ ସ୍ଥାନ ପରି ସବୁକିଛି ରହିବା ବେଳେ ଦିନ ୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପୂରା ସଟଡାଉନ ରହିବ । ଏହି ସମୟରେ ଜରୁରୀ ସାମଗ୍ରୀ ଦୋକାନ, ଔଷଧାଳୟ, ପେଟ୍ରୋଲ ପମ୍ପ ଖୋଲାରହିବ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ତେବେ ଏହି କଟକଣାରୁ ବିଏମସି ଅଧିକୃତ ଅଞ୍ଚଳ ବାଦ ପଡିବ ।

Related posts

ଛୁଟି ଦିନ ଖୋଲାରହିବ ଓଟି

mahabharatanews

ଏଣିକି ଏୟାର କୁଲିଙ୍ଗ ହେଲମେଟ ପିନ୍ଧିବେ ଟ୍ରାଫିକ ପୋଲିସ

mahabharatanews

ଆଜିଠୁ ରାମଚଣ୍ଡୀରେ ଏନଡିଆରଏଫର ମକଡ୍ରିଲ

mahabharatanews